Surprise Me!

କୁଚିଣ୍ଡା ଲଙ୍କାକୁ ନେଇ ବିମୁଖ ଚାଷୀ, ଉତ୍କୃଷ୍ଟ ମାନ୍ୟତା ପାଇ ବି GI ଟ୍ୟାଗ ଅପେକ୍ଷାରେ

2025-11-18 32 Dailymotion

ପ୍ରୋତ୍ସାହନ ଅଭାବରୁ ଜାତୀୟ ସ୍ତରରେ ପ୍ରସିଦ୍ଧି ହାସଲ କରିଥିବା ଲଙ୍କାଠୁ ମୁହଁ ଫେରାଉଛନ୍ତି ଚାଷୀ । ଲୋପ ପାଉଛି ବାମରା ଦେଶୀ ଲଙ୍କା ବିହନ । ପ୍ରୋସେସିଂ ୟୁନିଟ ସ୍ଥାପନ ପାଇଁ ଦାବି ।

Buy Now on CodeCanyon