Surprise Me!

ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ; ଓଡିଆ ଭାଷା ବ୍ୟବହାରକୁ ଗୁରୁତ୍ୱ ଦିଅ, ଜନପ୍ରତିନିଧିଙ୍କୁ ସମ୍ମାନ ଦିଅ

2025-11-18 4 Dailymotion

ଜିଲ୍ଲାପାଳମାନଙ୍କୁ ୯ ସୁତ୍ରୀ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କ୍ଷମତାର ଉଚିତ ବ୍ୟବହାର କରି ସବୁସ୍ତରରେ ଦୁର୍ନୀତିମୁକ୍ତ ଓ ସ୍ୱଚ୍ଛ ଶାସନ ଆଣିବା ପାଇଁ ପ୍ରୟାସ କରିବାକୁ ତାଗିଦ ବି କରିଛନ୍ତି ।

Buy Now on CodeCanyon