ପରିଚାଳନା ପାଇଁ ନିୟୋଜିତ ହୋଇଥିବା ୨୦ଟି ପରିବାର ବେକାର ହୋଇ ଯାଇଛନ୍ତି। ଅଞ୍ଚଳବାସୀଙ୍କଠାରୁ ପର୍ଯ୍ୟଟକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।