ପ୍ରତିବର୍ଷ ଧାନ ସଂଗ୍ରହ ବେଳେ କୋଟି କୋଟି ଟଙ୍କାର ଦୁର୍ନୀତି ହେଉଥିବା ବେଳେ ଚାଷୀ ମାନେ ଭୟଙ୍କର ଶୋଷର ଓ ପ୍ରତାଡ଼ନାର ଶିକାର ହେଉଛନ୍ତି ।