Surprise Me!

ସେଲ୍‌ଫି ହେଲା କାଳ, ଗୁମାଝରଣ ଜଳପ୍ରପାତରେ ବୁଡ଼ି 2 ଛାତ୍ର ନିଖୋଜ

2025-11-19 5 Dailymotion

ମାଲକାନଗିରି ଖଇରପୁଟ ଗୁମା ଝରଣ ଜଳ ପ୍ରପାତରେ ବୁଡ଼ି ୨ ଜଣ କଲେଜ ଛାତ୍ର ନିଖୋଜ । ଉଦ୍ଧାର କାର୍ଯ୍ୟରେ ପୋଲିସ, ଅଗ୍ନିଶମ କର୍ମଚାରୀ ଏବଂ ଓଡ୍ରାଫର ୧୬ ଜଣିଆ ଟିମ୍ ।

Buy Now on CodeCanyon