Surprise Me!

ଚର୍ଚ୍ଚାରେ VSSUT ଛାତ୍ରଙ୍କ ନିର୍ମିତ ଫର୍ମୁଲା ରେସିଂ କାର; ଜାତୀୟ ସ୍ତରରେ ହାତେଇଲା ଦ୍ବିତୀୟ ସ୍ଥାନ

2025-11-19 4 Dailymotion

ସମ୍ବଲପୁର ବୁର୍ଲା ସ୍ଥିତ ଭିସୁଟ ଛାତ୍ରଛାତ୍ରୀଙ୍କ ଦ୍ବାରା ନିର୍ମିତ ଫର୍ମୁଲା ରେସିଂ କାରକୁ ଜାତୀୟ ସ୍ତରରେ ସ୍ବୀକୃତି ମିଳିଛି । କୋଏମ୍ବାଟୁର ପ୍ରତିଯୋଗିତାରେ ସାରା ଦେଶରେ ହାତେଇଛି ଦ୍ବିତୀୟ ପୁରସ୍କାର । ଅଧିକ ପଢନ୍ତୁ

Buy Now on CodeCanyon