ପିଏମ କିଶାନ ଯୋଜନାର ୨୧ ତମ ଆର୍ଥିକ କିସ୍ତି ବିତରଣ: ରାଜ୍ୟର ୩୪.୧୨ ଲକ୍ଷ କୃଷକ ପାଇବେ ଆର୍ଥିକ ସହାୟତା
2025-11-19 1 Dailymotion
ପିଏମ କିଶାନ ଯୋଜନାରେ ଦେଶର ୯ କୋଟିରୁ ଅଧିକ ଚାଷୀ ୧୮ ହଜାର କୋଟି ଟଙ୍କାରୁ ଅଧିକ ପାଇଛନ୍ତି । ରାଜ୍ୟର ୩୪.୧୨ ଲକ୍ଷରୁ ଉର୍ଦ୍ଧ୍ବ କୃଷକ କିସ୍ତିବାବଦକୁ ୨ ହଜାରଟଙ୍କା ଲେଖାଏଁ ପାଇବେ।