Surprise Me!

ଅଟକାଇ ପାରିନି ଅକ୍ଷମତା, 15 ବର୍ଷ ଧରି ମଣିଷ ଗଢୁଛନ୍ତି ଗୁରୁ କାର୍ତ୍ତିକ

2025-11-19 15 Dailymotion

ଶାରୀରିକ ଅକ୍ଷମତାକୁ କେବେ ବି ନିଜର ଦୁର୍ବଳତା ନଭାବି ଆଗକୁ ବଢି ଚାଲିଛନ୍ତି । ପିଲାଙ୍କ ଭବିଷ୍ୟତକୁ ସଜାଡ଼ିବାକୁ ନିଜର କର୍ତ୍ତବ୍ୟ ଭାବେ ଗ୍ରହଣ କରି ନେଇଛନ୍ତି ।

Buy Now on CodeCanyon