ବିଧାନସଭାରେ ବିଧାୟକ ଭାବେ ଶପଥ ନେଲେ ନୂଆପଡ଼ା ନବନିର୍ବାଚିତ ବିଧାୟକ ଜୟ ଢୋଲକିଆ । ମାଆ, ସ୍ତ୍ରୀ ଏବଂ ପୁରା ପରିବାର ସହ ବିଧାନସଭାରେ ପହଞ୍ଚି ଜୟ ନେଲେ ଶପଥ ।