ବାଲେଶ୍ୱର ଜିଲ୍ଲାରେ ସମୁଦାୟ ୧୯୦୦ ଜଣ ପଥର ଶିଳ୍ପୀ ଅଛନ୍ତି । ହେଲେ କାରିଗର ଓ ଶିଳ୍ପୀମାନଙ୍କୁ ଏବେ ମିଳୁନି ପଥର । ବୃତ୍ତି ଛାଡିବାକୁ ପଡିବ ବୋଲି କହିଲେଣି ଶିଳ୍ପୀ ।