ରାଜ୍ୟରେ ସାପ କାମୁଡା ମୃତ୍ୟୁ ଅନୁକମ୍ପା ରାଶି ବୃଦ୍ଧି ପାଇଁ ନିଷ୍ପତ୍ତି । କେନ୍ଦ୍ରକୁ ଚିଠି ଲେଖିଲେ ରାଜ୍ୟ ସରକାର । 4 ଲକ୍ଷରୁ 10 ଲକ୍ଷ ଟଙ୍କାକୁ ହେବ ବୃଦ୍ଧି ।