Surprise Me!

ପୂର୍ବ ଶତ୍ରୁତାରୁ SCB ସିକ୍ୟୁରିଟିଗାର୍ଡଙ୍କୁ ମରଣାନ୍ତକ ଆକ୍ରମଣ ! ଚା’ ପିଇବାକୁ ଡାକିନେଇ ମାଡ ମାରି ଫିଙ୍ଗିଦେଲେ

2025-11-20 0 Dailymotion

କଟକ ବଡ଼ ମେଡିକାଲର ଜଣେ ସୁରକ୍ଷାକର୍ମୀଙ୍କୁ ଅପହରଣ କରି ମରଣାତ୍ମକ ଆକ୍ରମଣ ଅଭିଯୋଗ ହୋଇଛି । ଅଭିଯୋଗ ପରେ ପୋଲିସ ତଦନ୍ତ ଜାରି ରଖିଛି ।

Buy Now on CodeCanyon