Surprise Me!

ପରଦାରେ ଓଡିଆ ଫିଲ୍ମ 'ଦର୍ପଣ', ହ୍ୟୁମାନ ସାଗରଙ୍କ ପାଇଁ ଗୋଟିଏ ସିଟ୍ ବୁକ୍

2025-11-21 2 Dailymotion

ହ୍ୟୁମାନ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ 'ଦର୍ପଣ' ରିଲିଜ ହୋଇଛି । ସେ ଫିଲ୍ମରେ ଦୁଇଟି ଗୀତ ଗାଇଥିବା ବେଳେ ତାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଗୋଟିଏ ସିଟ ବୁକ୍ ହୋଇଥିଲା ।

Buy Now on CodeCanyon