Surprise Me!

ଏକା ଥରକେ ନୁହେଁ, ପର୍ଯ୍ୟାୟ କ୍ରମେ ହେବ ରତ୍ନ ଭଣ୍ଡାର ଅଳଙ୍କାରର ଗଣତି ମଣତି

2025-11-21 2 Dailymotion

ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବହୁ ଗୁରୁତ୍ୱପୁର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Buy Now on CodeCanyon