ବନ୍ଧ୍ୟାକରଣର ସାରଥି ଆଶା ଦିଦି; ସାଜିଛନ୍ତି ସ୍ୱାସ୍ଥ୍ୟ ବିଭାଗର ଭରସା, ବର୍ଷକ ଭିତରେ 25ରୁ ଅଧିକ ପୁରୁଷଙ୍କ ବନ୍ଧ୍ୟାକରଣ
2025-11-21 16 Dailymotion
ବନ୍ଧ୍ୟାକରଣର ସାରଥି ହୋଇ ସ୍ୱାସ୍ଥ୍ୟମନ୍ତ୍ରୀଙ୍କଠୁ ସମ୍ମାନିତ ହୋଇଛନ୍ତି କେ ନାରସାମା । ତେବେ ଉପକୂଳ ଜିଲ୍ଲା ତୁଳନାରେ ଆଦିବାସୀ ଜିଲ୍ଲାଗୁଡ଼ିକରେ ପୁରୁଷ ବନ୍ଧ୍ୟାକରଣ ଗ୍ରହଣୀୟତା ଅଧିକ ।