ପ୍ରକୃତି ଓ ପୁରାଣର ମିଳନସ୍ଥଳ 'ମହେନ୍ଦ୍ରଗିରି', ପର୍ଯ୍ୟଟକଙ୍କ ମନମୋହୁଛି ହିଲ୍ ଷ୍ଟେସନ ଏବଂ ଇକୋ ରିସୋର୍ଟ
2025-11-22 29 Dailymotion
ଓଡ଼ିଶାର ହିମାଳୟ କୁହାଯାଉଥିବା ମହେନ୍ଦ୍ରଗିରି ହେଉଛି ରାଜ୍ୟର ଦ୍ୱିତୀୟ ଉଚ୍ଚତମ ପର୍ବତ । ମହାଭାରତ ଗାଥା ବହନ କରୁଥିବା ଏହି ପାହାଡ଼ରେ ଶୋଭା ପାଉଛି ମାତା କୁନ୍ତୀ ଏବଂ ପଞ୍ଚୁ ପାଣ୍ଡବ ମନ୍ଦିର ।