Surprise Me!

ପୁଣି ସୃଷ୍ଟି ହେଲା ଲଘୁଚାପ: 24ରେ ଅବପାତ, ଉପକୂଳ ଓଡ଼ିଶାରେ ହୋଇପାରେ ବର୍ଷା

2025-11-22 1 Dailymotion

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି । 24ରେ ଅବପାତ ଏବଂ ପରେ ବାତ୍ୟା ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗର ଆକଳନ।

Buy Now on CodeCanyon