ଯୁବ କାରିଗର ସୁମନ: ପେଶା ଇଲେକ୍ରିସିଆନ, ନିଶା କଳାକୃତି, ସଢ଼େଇକୁ ଦେଉଛନ୍ତି ନିଆରା ରୂପ
2025-11-22 26 Dailymotion
କେନ୍ଦ୍ରାପଡ଼ାର ଏକମାତ୍ର ସଢ଼େଇ କଳା କାରିଗର 41 ବର୍ଷୀୟ ସୁମନ ସେଠୀ । ସୃଷ୍ଟି କରିସାରିଲେଣି 100ରୁ ଅଧିକ କଳାକୃତି । କ୍ରାଫ୍ଟ ମ୍ୟୁଜିୟମ ନିର୍ମାଣ ପାଇଁ ରଖିଛନ୍ତି ଲକ୍ଷ୍ୟ ।