Surprise Me!

ସାବାଡ ହେବେ ମାଫିଆ; ରାଜ୍ୟରେ ଗୋଟିଏ ଦରରେ ବିକ୍ରି ହେବ ବାଲି: ଖଣିମନ୍ତ୍ରୀ

2025-11-22 1 Dailymotion

ଶୁକ୍ରବାର ରାଜ୍ୟ କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଥିଲା । ଲଘୁ ଖଣି ଏବେ ନିଲାମ ନୁହେଁ ଲଟେରି ହେବ ବୋଲି ସରକାର କହିଥିଲେ ।

Buy Now on CodeCanyon