ଦୁଃଖୀ ବାପାର ପ୍ରାର୍ଥନା ଶୁଣିଲେ ମହାପ୍ରଭୁ ! କାଳିଆ କରୁଣାରୁ ଧିରେ ଧିରେ ସୁସ୍ଥ ହେଉଛି କୁନି ପୁଅ ନିଖିଲ
2025-11-22 5 Dailymotion
ମହାପ୍ରଭୁଙ୍କ ଚମତ୍କାର ! ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରୁ ନିସ୍ତେଜ ଅବସ୍ଥାରୁ ଉଠିଲା କୁନି ପୁଅ ନିଖିଲ । ପୁଅର ଜୀବନ ବଞ୍ଚାଇବା ପାଇଁ ପ୍ରଭୁଙ୍କ ନିକଟରେ ସମର୍ପି ଦେଇଥିଲେ ବାପା ।