Surprise Me!

ଶ୍ରୀମନ୍ଦିର ନାଟ ମଣ୍ଡପରେ ଘୁଞ୍ଚି ଘୁଞ୍ଚି ଯାଉଛି ଧାଡ଼ି ଦର୍ଶନ ବ୍ୟବସ୍ଥା, ବାରମ୍ବାର ବିଳମ୍ବରେ ଅସନ୍ତୋଷ ଭକ୍ତ

2025-11-22 3 Dailymotion

ନାଟ ମଣ୍ଡପରେ ଧାଡ଼ି ଦର୍ଶନ ଅବ୍ୟବସ୍ଥା ହେତୁ ମହାପ୍ରଭୁଙ୍କୁ ଠିକ୍ ଦର୍ଶନ କରିପାରୁନାହାନ୍ତି ଭକ୍ତ । ଧାଡ଼ି ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ନେଇ ବାରମ୍ବାର ତର୍ଜମା ଓ ସମୀକ୍ଷା ଆଳରେ କରାଯାଉଛି ସ୍ଥଗିତ ।

Buy Now on CodeCanyon