ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ତତସଲଂଗ୍ନ ଆଣ୍ଡାମାନ ସାଗର ଉପରେ 24 ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସହ ଆଗାମୀ 48 ଘଣ୍ଟାରେ ବାତ୍ୟାରେ ପରିଣତ ହେବ ।