Surprise Me!

ପୁରୀ ଆନନ୍ଦ ବଜାରରେ ଲାଗିପାରିଲାନି ମହାପ୍ରସାଦ ଦର ତାଲିକା, ସରକାରଙ୍କ ଇଛାଶକ୍ତି ଅଭାବକୁ ଦାୟୀ କଲେ ଭକ୍ତ

2025-11-23 4 Dailymotion

କାର୍ତ୍ତିକ ମାସ ଶେଷ ହୋଇସାରିଥିବା ବେଳେ ଆନନ୍ଦ ବଜାରରେ ମହାପ୍ରସାଦ ଦର ତାଲିକା ଆଜି ପର୍ଯ୍ୟନ୍ତ ଲାଗି ପାରିନାହିଁ। ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

Buy Now on CodeCanyon