ଶିଶୁ ଦିବସରେ ହ୍ରିତିକଙ୍କ ପରି ଡ୍ୟାନ୍ସ କରି ସୋସିଆଲ ମିଡିଆରେ ଭାଇରାଲ ହେଲେ ପଞ୍ଚମ ଶ୍ରେଣୀ ଛାତ୍ର ମିକୁନ୍ ନାୟକ । ଭିଡିଓରେ କମେଣ୍ଟ ଦେଲେ ବଲିଉଡ ଷ୍ଟାର ।