ଓଡ଼ିଶାରୁ ଦିଲ୍ଲୀ ଯିବେ ୧୦ ହଜାର କଂଗ୍ରେସ କର୍ମୀ: ରାହୁଲ ଗାନ୍ଧିଙ୍କ ଭୋଟ୍ ଚୋରୀ ଅଭିଯାନରେ ହେବେ ସାମିଲ
2025-11-23 5 Dailymotion
ଆସନ୍ତା 26 ତାରିଖରେ କଂଗ୍ରେସ ସମଗ୍ର ଦେଶରେ ସମ୍ବିଧାନ ଦିବସ ପାଳନ କରିବାକୁ ଯୋଜନା କରିଛି। କଂଗ୍ରେସ ଭବନରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହିସବୁ ନିଷ୍ପତ୍ତି ନେଇଛି ଦଳ।