Surprise Me!

ଅପରେସନ ନୀଳ ଜହର, ଦୁର୍ଗମ ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ କଲେ ଏସପି-ଜିଲ୍ଲାପାଳ

2025-11-24 1,388 Dailymotion

ବୌଦ୍ଧରେ ଗତ ମାସେ ମଧ୍ୟରେ ଅଢେଇ ଲକ୍ଷ ଗଞ୍ଜେଇ ଗଛ କଟାଯାଇଛି । ପାଖାପାଖି 2500 ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ ହୋଇଛି ।

Buy Now on CodeCanyon