ଇଣ୍ଟରନେଟ ଯୁଗରେ ଆଧ୍ୟାତ୍ମିକ ଓ ଉପନ୍ୟାସ ବହି ପଢିବାକୁ ଯୁବପିଢ଼ିଙ୍କ ଆଗ୍ରହ। ସନ୍ଧ୍ୟା ହେଲେ ଭୁବନେଶ୍ବରରେ ଆୟୋଜିତ କଳିଙ୍ଗ ପୁସ୍ତକ ମେଳାରେ ଜମୁଛି ଲୋକଙ୍କ ଗହଳି ।