ସ୍ପେଶାଲ ଅଲିମ୍ପିକ୍ସରେ ଗୋଲ୍ଡ ଏବଂ ବ୍ରୋଞ୍ଜ ପଦକ ଜିତିଥିଲେ ସରିତା ରାଉତରାୟ । ତେବେ ଗରିବୀ ଏବଂ ଅଭାବ ଭିତରେ ଭୁବନେଶ୍ବର ସାଲିଆ ସାହିରେ କଟୁଛି 32 ବର୍ଷୀୟା ଆଥଲେଟଙ୍କ ଜୀବନ ।