ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ଓଡ଼ିଶା ଗବେଷଣା ସମ୍ମିଳନୀ ୨୦୨୫, ଯୋଗ ଦେବେ ୬୫୭ ଗବେଷକ
2025-11-24 5 Dailymotion
ଆସନ୍ତା ୨୭ ତାରିଖରୁ ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଆୟୋଜିତ ହେବ ଓଡ଼ିଶା ଗବେଷଣା ସମ୍ମିଳନୀ ୨୦୨୫। ସମ୍ମିଳନୀରେ ଯୋଗ ଦେବେ ରାଜ୍ୟର ୧୭ଟି ବିଶ୍ୱବିଦ୍ୟାଳୟରୁ ୬୫୭ ଜଣ ଗବେଷକ।