ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ବଞ୍ଚିଲେ ନାଗ, ଚମ୍ପେଇ ନେଉଳ, ଏଣ୍ଡୁଅ । ଅଠା ଯନ୍ତାରୁ ଏହି ତିନି ଜନ୍ତୁଙ୍କୁ ନୂଆ ଜୀବନ ଦେଲେ ସ୍ନେକ ହେଲ୍ପ ଲାଇନ ସଦସ୍ୟ।