Surprise Me!

ମହିଳା ସୁରକ୍ଷାକୁ ନେଇ ସରକାରଙ୍କୁ ଟାର୍ଗେଟ କଲେ ବିଜେଡି-କଂଗ୍ରେସ:କହିଲେ, ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଚିନ୍ତାଜନକ

2025-11-25 2 Dailymotion

ନବୀନ ପଟ୍ଟନାୟକ ଟୁଇଟ କରି ବାଘମାରିରେ ଜଣେ ନାବାଳିକାକୁ ଅପହରଣ ଏବଂ ଗଣ ଦୁଷ୍କର୍ମ ଘଟଣା ଅତ୍ୟନ୍ତ ସ୍ପର୍ଶକାତର ଏବଂ ହୃଦୟ ବିଦାରକ ବୋଲି କହିଲେ ।

Buy Now on CodeCanyon