78ତମ ବରଗଡ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ । ଡିସେମ୍ବର 24ରୁ ଆରମ୍ଭ ହେବ ଖୋଲା ରଙ୍ଗମଞ୍ଚ । ଗର୍ଜିବ କଂସଙ୍କ ଅଟ୍ଟହାସ୍ୟ ।