ଅବପାତରେ ପରିଣତ ହେଲା ମଲାକ୍କାରେ ସୃଷ୍ଟ ଲଘୁଚାପ । ଆଗାମୀ 24 ଘଣ୍ଟାରେ ହେବ ଅଧିକ ଘନୀଭୂତ । କମୋରିନ ନିକଟରେ ଆଉ ଏକ ଲଘୁଚାପ ।