Surprise Me!

ଦିନକ ପରେ ଆସିବେ ରାଷ୍ଟ୍ରପତି, 4 ସ୍ତରୀୟ ସୁରକ୍ଷା ବଳୟରେ ରାଜଧାନୀ

2025-11-25 7 Dailymotion

ନଭେମ୍ବର 27ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଧାନସଭା ଶୀତକାଳୀନ ଅଧିବେଶନରେ କରିବେ ସମ୍ବୋଧନ । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ।

Buy Now on CodeCanyon