ଭଲ ସନ୍ତରଣ ସହିତ ହ୍ୟାଣ୍ଡ ବଲ୍ ଖେଳାଳି। ଜାତୀୟ ସ୍ତରରେ ମେଡାଲ ପରେ ମେଡାଲ ଆଣୁଛନ୍ତି। ବଞ୍ଚିବା ପାଇଁ କପଡ଼ା କମ୍ପାନୀରେ କବିତା କରୁଛନ୍ତି ଚାକିରୀ।