Surprise Me!

ବିଧାନସଭାର ଶୀତ ଅଧିବେଶନରେ କିଏ ପାଲଟିବ ଜନତାଙ୍କ ସ୍ୱର ?

2025-11-26 1 Dailymotion

ଓଡ଼ିଶାରେ ବିରୋଧୀ ଦଳର ଭୂମିକାକୁ ନେଇ ବିଜେଡି-କଂଗ୍ରେସ ମଧ୍ୟରେ ଛକାପଞ୍ଝା ଲାଗିରହିଛି । ସଂଖ୍ୟାଦୃଷ୍ଟିରୁ ରାଜ୍ୟର ପ୍ରମୁଖ ବିରୋଧୀ ବିଜେଡି କିନ୍ତୁ ଶାଣିତ ସ୍ୱରଦ୍ୱାରା ବିଜେପି ପ୍ରତି ବଡ଼ ଚ୍ୟାଲେଞ୍ଜ ଭାବେ ଉଭାହୋଇଛି କଂଗ୍ରେସ।

Buy Now on CodeCanyon