Surprise Me!

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଜଳପ୍ରପାତ; ଆଦର ଅଛି, ନଜର ନାହିଁ

2025-11-26 67 Dailymotion

ପ୍ରାକୃତିକ ମନୋରମ ପରିବେଶ ମଧ୍ୟରେ ବହିଯାଇଥିବା ଗଦଗଦା ଜଳ ପ୍ରପାତ ପର୍ଯ୍ୟଟକଙ୍କୁ ଟାଣୁଛି । ହେଲେ ପ୍ରଶାସନିକ କଳର ଆଦର ନଥିବାରୁ ଦୁଃଖଦ ଅନୁଭୂତି ସାଉଣ୍ଟୁଛନ୍ତି ପର୍ଯ୍ୟଟକ ।

Buy Now on CodeCanyon