Surprise Me!

ପ୍ରଥମଥର ପାଇଁ ବିଧାନସଭାରୁ ଜାତିକୁ ସମ୍ବୋଧନ କରିବେ ରାଷ୍ଟ୍ରପତି; ପ୍ରକୋଷ୍ଠ ନଂ–11 ରେ ସ୍ମୃତି ସାଉଁଟିବେ

2025-11-26 11 Dailymotion

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସନ୍ଧ୍ୟା 4.30ରେ ବିଧାନସଭାକୁ ସମ୍ବୋଧିତ କରିବେ। ଏହାପରେ ପୁରୁଣା ଦିନର ସ୍ମୃତି ସାଉଁଟିବା ପାଇଁ ବିଧାନସଭାର 11 ନମ୍ବର ରୁମ୍ କୁ ଯିବେ।

Buy Now on CodeCanyon