କରୋନା ମହାମାରୀ ପରଠାରୁ ଗୁଣ୍ଡିଚା ମନ୍ଦିର ବନ୍ଦ ହୋଇ ରହିଥିଲା l ୫ବର୍ଷରୁ କମ, ୮୦ବୟସରୁ ଅଧିକ ଓ ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ପ୍ରବେଶ ନିଃଶୁକ୍ଳ ରହିଛି l