କ୍ରୀଡାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ‘ଇଣ୍ଡୋର ଷ୍ଟାଡିୟମର ନବୀକରଣ କରାଯିବା ସହ ଉତ୍ତମ ମାନର ଗ୍ୟାଲେରୀ ତିଆରି କରାଯିବ ।’