ତାଳପତ୍ର କାରୁକାର୍ଯ୍ୟ; କମିଛି ଚାହିଦା କିନ୍ତୁ ହଜିନି ସ୍ଥିତି, ମହିଳାଙ୍କୁ ଦେଖାଇଛି ସ୍ୱାବଲମ୍ବୀ ହେବାର ବାଟ
2025-11-27 64 Dailymotion
ଆଜି ଏକ କ୍ଷୁଦ୍ର ଶିଳ୍ପରେ ପରଣତ ହୋଇଛି ଏହି ତାଳପତ୍ର କାମ । ଏହି ଉଦ୍ୟୋଗ ଅନେକ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି । ତାଙ୍କ ହାତରେ ଓଡିଆ ସଂସ୍କୃତି, କାରୁକାର୍ଯ୍ୟ ନୂଆରୂପ ନେଇଛି ।