ସମ୍ବଲପୁର ଜିଏମ୍ ବିଶ୍ଵବିଦ୍ୟାଳୟକୁ "ଏ" ଗ୍ରେଡ୍ । "ଏ" ଗ୍ରେଡ୍ ଦେଲା ନାକ୍ ଟିମ୍ । ପୂର୍ବରୁ ପାଇଥିଲା b++ ଗ୍ରେଡ୍ ମାନ୍ୟତା ।