ବୌଦ୍ଧ ଜିଲ୍ଲା ସଦର ମହକୁମାରେ ଡରାଉଛି ଡାଇରିଆ । 4 ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ । ସ୍ବାସ୍ଥ୍ୟ ବିଭାଗ ଟିମ କହିଲା ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।