Surprise Me!

ମରିଗଲା ମାନବିକତା; ମୃତଦେହ ଛାଡି ପଳାଇଲା ବସ, ରାସ୍ତାକଡରେ ଜଗି ବସିଛି ସ୍ତ୍ରୀ

2025-11-28 16 Dailymotion

ରାସ୍ତା କଡ଼ରେ ପଡ଼ିଛି ମୃତଦେହ । ପାଖରେ ଜଗି ବସିଛି ସ୍ତ୍ରୀ । ରାସ୍ତା ମଝିରେ କିଏ ତାକୁ ସାହଯ୍ୟ କରିବ ? ଭାବି ଭାବି କାନ୍ଦି ପକାଉଛି ସ୍ତ୍ରୀ ।

Buy Now on CodeCanyon