ପାଣିରେ ଦଳ ଓ ଅଳିଆ ଆବର୍ଜନା ଭର୍ତ୍ତି ହୋଇପଡିଛି । ଦଳ ପଚି ସେଥିରୁ ଦୁର୍ଗନ୍ଧ ବାହାରୁଛି । ପୁଷ୍କରିଣୀ ପାଣି ବ୍ୟବହାର କଲେ ବିଭିନ୍ନ ରୋଗ ଦେଖାଦେଉଛି ।