ସମ୍ବଲପୁରରେ ପ୍ରଥମ ଦିନରେ ଫେଲ ମାରିଲା ଧାନ ସଂଗ୍ରହ ପ୍ରକ୍ରିୟା । ମଣ୍ଡିରେ ପଡି ରହିଲା ଚାଷୀଙ୍କ ଧାନ । ମିଲରଙ୍କ ନିୟନ୍ତ୍ରଣରେ ଧାନ କ୍ରୟ ବ୍ୟବସ୍ଥା ବୋଲି କହିଲେ ଚାଷୀ l