ଆମେରିକାରେ ମିଛ ନିର୍ଯାତନା କାହାଣୀ କହି ଯୁବତୀ ଓଡ଼ିଶା ଫେରିବା ଘଟଣା । କାଉନସେଲିଂ ବେଳେ କଥାରେ ନଥିଲା ତାଳମେଳ । ଅମରଙ୍କୁ ଉଠାଇ ନେଲା ପୋଲିସ ।