ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ନିକଟକୁ ମାଡ଼ିଆସୁଛି ଘୂର୍ଣ୍ଣିଝଡ଼ 'ଦ୍ବିତା'। ଫଳସ୍ବରୂପ ଆଇଏମଡି ପ୍ରବଳ ବର୍ଷା ପାଇଁ ସତର୍କ ସୂଚନା ଜାରି କରିଛି।