ନା ଥିଲେ ବରଯାତ୍ରୀ, ନା ପଡ଼ିଲା ହାତଗଣ୍ଠି... ସମ୍ଵିଧାନକୁ ସାକ୍ଷୀ ରଖି ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରୀତିପନ୍ନା ଓ ଭାନୁ
2025-11-28 259 Dailymotion
ବ୍ରହ୍ମପୁରରେ ନିଆରା ବିବାହ । ବାଜା ପଟୁଆରରେ ନୁହଁ, ଭାରତୀୟ ସମ୍ଵିଧାନକୁ ସାକ୍ଷୀ ରଖି ସାତଜନ୍ମର ସାଥି ହେବାକୁ ଶପଥ ନେଲେ ପ୍ରୀତିପନ୍ନା ଓ ଭାନୁ ତେଜା ।