ହଂକଂ ଅଗ୍ନିକାଣ୍ଡ ବଢ଼ାଇଛି ଚିନ୍ତା; ଅନ୍ତର୍ଜାତୀୟ ସ୍ତରୀୟ ହେବ ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥା : ରାଜସ୍ୱ ମନ୍ତ୍ରୀ
2025-11-29 5 Dailymotion
ଭୁବନେଶ୍ୱରରେ ଏକ ପ୍ରାକୃତିକ ବିପର୍ଯ୍ୟୟ ଭବନ ନିର୍ମାଣ ହେବ । ପ୍ରାକୃତିକ ବିପର୍ଯ୍ୟୟ ସମସ୍ତ ବିଭାଗର ଶୀର୍ଷ ଅଧିକାରୀଙ୍କ କାର୍ଯ୍ୟାଳୟ ସେଠାରେ ରହିବ ।